Jump to content

ଫ୍ଲୁଭୋକ୍ସାମାଇନ

ଉଇକିପିଡ଼ିଆ‌ରୁ
ଫ୍ଲୁଭୋକ୍ସାମାଇନ
Clinical data
Trade namesLuvox, Faverin, Fluvoxin, others
AHFS/Drugs.commonograph
MedlinePlusa695004
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability53% (90% confidence interval: 44–62%)[]
Protein binding77–80%[][]
MetabolismHepatic (via cytochrome P450 enzymes. Mostly via oxidative demethylation)[]
Elimination half-life12–13 hours (single dose), 22 hours (repeated dosing)[]
ExcretionKidney (98%; 94% as metabolites, 4% as unchanged drug)[]
Identifiers
  • 2-{[(E)-{5-Methoxy-1-[4-(trifluoromethyl)phenyl]
    pentylidene}amino]oxy}ethanamine[]
ECHA InfoCard100.125.476 Edit this at Wikidata
Chemical and physical data
FormulaC15H21F3N2O2
Molar mass318.335
3D model (JSmol)
  • FC(F)(F)c1ccc(\C(=N\OCCN)CCCCOC)cc1
  • InChI=1S/C15H21F3N2O2/c1-21-10-3-2-4-14(20-22-11-9-19)12-5-7-13(8-6-12)15(16,17)18/h5-8H,2-4,9-11,19H2,1H3/b20-14+ checkY
  • Key:CJOFXWAVKWHTFT-XSFVSMFZSA-N checkY
  (verify)

ଫ୍ଲୁଭୋକ୍ସାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲୁଭକ୍ସ, ହେଉଛି ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିଅପଟେକ୍ ଇନହିବିଟର (SSRI) ଶ୍ରେଣୀର ଔଷଧ ।[] ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର (OCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ପ୍ରମୁଖ ଅବସାଦ ବେମାରୀ, ବୁଲେମିଆ ଏବଂ ପ୍ୟାନିକ୍ ଡିଜଅର୍ଡର୍, ସାମାଜିକ ଚିନ୍ତା ବ୍ୟାଧି ଏବଂ ଆଘାତୋତ୍ତର ଚାପ ବେମାରୀ ଭଳି ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୁଏ ।[] [] [] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, ଯୌନ ସମସ୍ୟା, ଝାଳ ଏବଂ ଉତ୍ତେଜନା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ଏବଂ ଯକୃତ ଜନିତ ସମସ୍ୟା ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର ଅସ୍ପଷ୍ଟ ସୁରକ୍ଷା ଅଟେ ।[] ଫ୍ଲୁଭକ୍ସାମାଇନ୍ ବ୍ୟବ‌ହାର ପାଇଁ ସ୍ତନ୍ୟପାନ ବନ୍ଦ କରିବା ଆବଶ୍ୟକ ନୁହେଁ । []

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୁଭକ୍ସାମାଇନ୍ ଅନୁମୋଦିତ ହୋଇଥିଲା ।[] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଏହାର ନାମ ଲିପିବଦ୍ଧ ଅଛି । [୧୦] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଛି ।[] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧୦୦ମିଗ୍ରାର ସାଧାରଣ ମାତ୍ରା ପାଇଁ ପ୍ରତି ମାସରେ ପ୍ରାୟ ୧୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[୧୧]

  1. ୧.୦ ୧.୧ Use During Pregnancy and Breastfeeding
  2. ୨.୦ ୨.୧ ୨.୨ ୨.୩ ୨.୪ "Product Information Luvox". TGA eBusiness Services. Abbott Australasia Pty Ltd. 15 January 2013. Archived from the original on 9 October 2017. Retrieved 21 October 2013.
  3. van Harten J (March 1993). "Clinical pharmacokinetics of selective serotonin reuptake inhibitors". Clinical Pharmacokinetics. 24 (3): 203–20. doi:10.2165/00003088-199324030-00003. PMID 8384945. S2CID 84636672.
  4. "Luvox". ChemSpider. Royal Society of Chemistry. Archived from the original on 15 ନଭେମ୍ବର 2013. Retrieved 21 ଅକ୍ଟୋବର 2013.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "FluvoxaMINE Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 14 April 2021.
  6. ୬.୦ ୬.୧ ୬.୨ ୬.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 384. ISBN 978-0-85711-369-6.{{cite book}}: CS1 maint: date format (link)
  7. Figgitt DP, McClellan KJ (October 2000). "Fluvoxamine. An updated review of its use in the management of adults with anxiety disorders". Drugs. 60 (4): 925–54. doi:10.2165/00003495-200060040-00006. PMID 11085201.
  8. Irons J (December 2005). "Fluvoxamine in the treatment of anxiety disorders". Neuropsychiatric Disease and Treatment. 1 (4): 289–99. PMC 2424117. PMID 18568110.
  9. "Fluvoxamine use while Breastfeeding". Drugs.com (in ଇଂରାଜୀ). Archived from the original on 8 May 2021. Retrieved 15 April 2021.
  10. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  11. "Fluvoxamine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 8 May 2021. Retrieved 15 April 2021.